ଘସିପୁରା: ରାଜନଗର ସ୍ଥିତ ଆଦର୍ଶ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ରପରଲୋକ ,ଶେଷ ଦର୍ଶନ କଲେ ବିଧାୟକ
ପାଟଣା ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତା ରଜନୀକାନ୍ତ ମିଶ୍ରଙ୍କ ବାପା ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଆଜି ପରଲୋକ ଗମନ କଲେ l ଜଣେ ଆଦର୍ଶ ଶିକ୍ଷକ ତଥା ପରୋପକାରୀ, ଦରଦୀ, ସ୍ନେହୀ ମଣିଷ ଥିଲେ ଶ୍ରୀ ମିଶ୍ର l ଆଜି ସକାଳୁ ତାଙ୍କ ରାଜନଗର ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲୁ l ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।