ପାଟକୁରା: ଗୀତ ଗୋବିନ୍ଦ ସଦନରେ 'କେତେ ଆଗେଇଛି ଓଡ଼ିଶା' କାର୍ଯ୍ୟକ୍ରମ, ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ
ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନରେ ଗର୍ବିତ ଓଡ଼ିଶା ପକ୍ଷରୁ ବୌଦ୍ଧିକ ଚର୍ଚ୍ଚା ଅନୁଷ୍ଠିତ। ପାଟକୁରା ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର ଯୋଗଦେଇ ବରିଷ୍ଠ ସାମ୍ବାଦିକମାନଙ୍କୁ ସମ୍ମାନିତ କରିଛନ୍ତି।