ପାରଳାଖେମୁଣ୍ଡି: ନିଜ ଅଧିକାର ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ଏ ଏନ ଏମ କର୍ମୀ ।
ନିଜ ଅଧିକାର ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ଏ ଏନ ଏମ କର୍ମୀ । ଗଜପତି ଜିଲ୍ଲା ପାରଳାଖମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ anm କର୍ମୀ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ନିଜର ଅଧିକାର ପାଇଁ ଆଜି ପୁଣି ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହ ଦଶ ଦିନ ସମୟ ଦେଇ ଚେତାବନୀ ଦେଇ ଥିବା ଦେଖିବାକୁ ମିଳିଛି। ଦିଶା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ସଂଶୋଧନ ନିୟମ 2025 ର ନିୟମ 62(ii) ଏବଂ DFW(O) ଙ୍କ ଚିଠି ସଂଖ୍ୟା 13668 ତାରିଖ 26.08.2025 ରେ ସ୍