#ବଡ଼ଚଣା_କଂଗ୍ରେସର_ସ୍ୱାଗତ_ସମ୍ବର୍ଦ୍ଧନା
ବଡ଼ଚଣା ବ୍ଲକ କଂଗ୍ରେସ ସଭାପତି ଚିନ୍ମୟ ପ୍ରଧାନଙ୍କ ନେତୃତ୍ୱରେ ଚଣ୍ଡିଖୋଲ ଛକରେ କଂଗ୍ରେସ କର୍ମୀଙ୍କ ନେତୃବୃନ୍ଦଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି।
#PCCLeader
#PCCBlockPresident
#ChinmayaPradhan
#OdishaCongress
#ASMITAKHABAR
Jajapur, Jajpur | Jul 29, 2026