ବିରିଡି: ବିରିଡି ବ୍ଲକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମ ଦିବସରେ ବୃକ୍ଷ ରୋପଣ
ଯଶ୍ୱାସୀ ବିରିଡି ବ୍ଲକ ଶିବପୁର ପଂଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଛି। ସରପଞ୍ଚ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱ ଓ ବ୍ଲକ ଅଧକ୍ଷା ମମତା ପାତ୍ରଙ୍କ ସହଯୋଗରେ ଏହା ଆୟୋଜିତ ହେଲା।