ଯାଜପୁର ରୋଡ ଥାନାର ଅଧିକାରୀଙ୍କର ଅନେତ୍ର ବଦଳୀ, କାର୍ଯ୍ୟାଳୟରେ ଭେଟି ସମ୍ବର୍ଦ୍ଧନା ଜଣାଇଲେ ସାମ୍ବାଦିକ ଓ ବିଭିନ୍ନ ସଂଗଠନ ସଦସ୍ୟ l ଯାଜପୁର ରୋଡ ଥାନାର ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନର ଡିଏସପିକୁ ପଦୋନ୍ନତି ପରେ ଅନେତ୍ର ବଦଳୀ ହେଇଥିବା ସୂଚନା ମିଳିଛି l ଏହି ଖବର ମିଳିବା ପରେ ଆଜି ସାମ୍ବାଦିକ କଳ୍ପତରୁ ଧୀରଙ୍କ ସମେତ ଅନେକ ପୂଜା କମିଟି ଓ ଗଣ ସଂଗଠନର ସଦସ୍ୟ ମାନେ ଶ୍ରୀ ପ୍ରଧାନଙ୍କୁ ଯାଜପୁର ରୋଡ ଥାନାରେ ଭେଟି ସମ୍ବର୍ଦ୍ଧନା ଜଣାଇଛନ୍ତି l