ବିରିଡି: ମହାନଦୀରେ ବନ୍ୟା ଆଶଙ୍କା: ୪ ଜିଲ୍ଲା ପାଇଁ ସତର୍କ ସୂଚନା
ମହାନଦୀ ଓ ଶାଖା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ୪ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ହୀରାକୁଦରୁ ଚବିଶଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ମୁଣ୍ଡଳିରେ ଆଜି ୭ ଲକ୍ଷ ଓ କାଲି ଦିନ ୧୦ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ।