ପାଟଣାଗଡ: ପାର୍ଶଳ ବୋମା ର ରଚିୟତା ସରକାରୀ ଓକିଲ କଚେରୀ ପରିସରରେ ରଖିଛନ୍ତି ପ୍ରତିକ୍ରିୟା
ସରକାରୀ ଓକିଲ ଆଶିଷ କୁମାର ଚନ୍ଦନ ନିଜର ଅନୂଭୁତି କୁ ନେଇ ପାଟଣାଗଡ଼ ର ଚର୍ଚ୍ଚିତ ପାର୍ଶଳ ବୋମା ବିସ୍ଫୋରଣ ଘଟଣା କୁ ନେଇ ଏକ ପୁସ୍ତକ ରଚନା କରିଛନ୍ତି ଏହାକୁ ନେଇ କଚେରୀ ପରିସରରେ ମଙ୍ଗଳବାର ଅପରାହ୍ନ ୩ ଟାରେ ରଖିଛନ୍ତି ପ୍ରତିକ୍ରିୟା