ଆଜି ନଭେମ୍ୱର 2 ତାରିଖ ରବିବାର ପୂର୍ବାହ୍ନ 9:30 ଏହି ଶିବିର ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଚାଲିଥିଲା। ରକ୍ତ ଦାନ ମହତ ଦାନ ଏହାକୁ ଅଧିକ ସ୍ମରଣୀୟ କରିବା ନେଇ ନିଜେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଆଇ ପି ଏସ ଅମ୍ରିତାପାଲ କୌର ଆଜି ଏହି ରକ୍ତ ଦାନ ଶିବିରରେ ଯୋଗ ଦେଇ ପ୍ରଥମେ ରକ୍ତ ଦାନ କରିଥଲେ। ଶିବିରରେ ଆଜି ଗୋଟିଏ ଦିନରେ ପୋଲିସ ବାହିନୀ 86 ୟୁନିଟ ରକ୍ତ ଦାନ କରିଛନ୍ତି।