Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: କୀଟଙ୍ଗାପଡା ଗ୍ରାମ ରାସ୍ତାରୁ ବେଆଇନ ୧୪ଲିଟର. ମଦ କାରବାରରେ ଆସାମୀକୁ ଗିରଫ କରି ଅଦାଲତର ଦ୍ୱାରସ୍ତ କଲା ଅବକାରୀ ପୋଲିସ

ଆଜି ରାତ୍ର ୯ଟା ସମୟରେ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ସକାଳ ଅଖାପାଖି ୧୧ଟା ସମୟରେ ବେଆଇନ ମଦ କାରବାର ହେଉଥିବା ନେଇ ହରଭଙ୍ଗା ଅବକାରୀ ପୋଲିସ ପୂରୁଣାକଟକ ଥାନା ଅନ୍ତର୍ଗତ କୀଟଙ୍ଗାପଡାରେ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ଗ୍ରାମ ରାସ୍ତାରୁ ୧୪ଲିଟର ବେଆନ ମହୁଲି ମଦ ସହିତ ୬୫ବର୍ଷୀୟ ବୃନ୍ଦାବନ ସହୁକୁ ଗିରଫ କରି, ଅପରାହ୍ନ ପାଖପାଖି ୫ଟା ସମୟରେ ହରଭଙ୍ଗା JMFC ଅଦାଲତର ଦ୍ୱାରସ୍ତ କରିଛନ୍ତି ଅସମୀ ବୃନ୍ଦାବନ ସହୁକୁ l
ବୌଦ୍ଧ ସଦର: କୀଟଙ୍ଗାପଡା ଗ୍ରାମ ରାସ୍ତାରୁ ବେଆଇନ ୧୪ଲିଟର. ମଦ କାରବାରରେ ଆସାମୀକୁ ଗିରଫ କରି ଅଦାଲତର ଦ୍ୱାରସ୍ତ କଲା ଅବକାରୀ ପୋଲିସ - Baudh Sadar News