ସ୍ୱାଧୀନତାର 70 ବର୍ଷ ପରେ ବି ବୌଦ୍ଧ ଜିଲ୍ଲା କଣ୍ଟାମାଳକୁ ପହଞ୍ଚି ପାରିନାହିଁ ଅଙ୍ଗନୱାଡି କେନ୍ଦ୍ର l ଦୀର୍ଘ ବର୍ଷ ହେଲା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ସାହାଜପିଟା ଗ୍ରାମବାସୀ ଏକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଦାବି କରିଆସୁଛନ୍ତି l କିନ୍ତୁ ବର୍ତ୍ତମାନ ସୁଦ୍ଧା ଦାବୀ ପୂରଣ ହୋଇପାରିନାହିଁ l ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଗୁହାରି ଜଣାଇଛନ୍ତି ସମାଜସେବୀ l