କୋରାପୁଟ ସହର: କୋରାପୁଟ ମେଡିକାଲ କଲେଜ ସ୍ଵାସ୍ଥ୍ୟ ସମିତି ବୈଠକରେ ନୁତନ ମେଡିକାଲ କୋଠା କାର୍ଯ୍ୟକ୍ଷମ ନେଇ ଅସନ୍ତୋଷ ପ୍ରକାଶ କଲେ ସାଂସଦ
କୋରାପୁଟ ନୂତନ ନିର୍ମାଣଧୀନ ମେଡିକାଲ କଲେଜ କାର୍ଯ୍ୟକ୍ଷମ ନେଇ ଆଜି ଦିନ ୧୨ଘଣ୍ଟା ସମୟରେ ଅସନ୍ତୋଷ ପ୍ରକାଶ କଲେ କୋରାପୁଟ ସାଂସଦ। କୋରାପୁଟ ମେଡିକାଲ କଲେଜରେ ଆୟୋଜିତ ସ୍ଵାସ୍ଥ୍ୟ ସମିତି ବୈଠକରେ ମେଡିକାଲ କଲେଜ କର୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ନୁତନ ମେଡିକାଲ କୋଠା ଅସମ୍ପୂର୍ଣ୍ଣ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି ଅତ୍ୟନ୍ତ ଲଜ୍ୟା ଜନକ ବୋଲି କହିଛନ୍ତି।