ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ବେଲ ଗାଁ ଥାନା ଅନ୍ତର୍ଗତ ସାହାପୁର ଠାରୁ ଖୋସାଲ ପଲ୍ଲୀ ଯିବା ମୁଖ୍ୟ ରାସ୍ତା ମେଘାଦଣ୍ଡା ଠାରେ ଅଜଣା ଯୁବକ ଙ୍କ ମୃତ ଦେହ ଉଦ୍ଧାର.ଘଟଣା ସ୍ଥଳରେ ବେଲ ଗାଁ ପୋଲିସ ପୋଲିସ ମୃତ ଦେହ କୁ ଜବତ କରିବା ସହ ଯୁବକ ଙ୍କ ପରିଚୟ ମିଳି ପାରିନଥିବା ବେଳେ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇ ଥିବା ସୂଚନା ରହିଛି।