ପାଟଣାଗଡ: ଲାଠୋର ବସଷ୍ଟାଣ୍ଡ ରୁ ୭ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ପୋଲିସ, ଜଣେ ଗିରଫ
ପାଟଣାଗଡ଼ ଥାନା ଅନ୍ତର୍ଗତ ପଣ୍ଡାମୁଣ୍ଡା ଅଞ୍ଚଳର ସାତଜଣ ଶ୍ରମିକ ଙ୍କୁ ବେଆଇନ ଭାବେ ବାହାର ରାଜ୍ୟ କୁ ନେବା ପାଇଁ ଲାଠୋର ବସଷ୍ଟାଣ୍ଡ ରେ ମସୁଧା ଚାଲି ଥିଲା କୋୖଣସି ସୂତ୍ରରୁ ଲାଠୋର ପୋଲିସ ଚଢ଼ାଉ କରି ଶ୍ରମିକ ମାନଙ୍କୁ ଉଦ୍ଧାର କରି ଥିଲା ।ଏଥିରେ ସପୃକ୍ତ ଥିବା ଦାଦନ ସର୍ଦ୍ଦାରକୁ ଗିରଫ କରି ଗୁରୁବାର ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି ।