ଦେଶରେ ସାଇବର ଠକେଇ ଦିନକୁ ଦିନ ବଢି ଚାଲିଥିବା ବେଳେ ଓଡିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ।ଏହା କିପରି ବନ୍ଦ ହେବ ପୁଲିସ ପକ୍ଷରୁ ଜନସାଧାରଣ ଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପରାମର୍ଶ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି।ଏହି କ୍ରମରେ ଆଜି ପାଟଣା ପୁଲିସ ପକ୍ଷରୁ ଏକ ସାଇବର ସଚେତନତା ରଥ ପାଟଣା ବଜାରରେ ବୁଲିଛି l