ରସିଟଣା ପ୍ରତିଯୋଗିତା 2025. ଆୟୋଜକ ପାମରା ଜୁନାପଡା ସର୍ବମୋଟ ପାମରା ପଂଚାୟତ ର 8 ଟି ଦଳ ଅଂଶ ଗ୍ରହଣ କରିଥିଲେ ମୁଖ୍ୟ ଅଥିଥି ନଳିନ ranjan ସାହୁ. ଫାଇନାଲ ଖେଳ ରାମଦାଶ ରୋହିଦାସ ଓ ଜୁନାପଡା ମହାରଥୀ ମଧ୍ୟରେ ହୋଇଥିଲା. ନିର୍ଦ୍ଧାରିତ ସମୟରେ ଜୁନାପଡା 13/ 11 point ରେ ବିଜୟ ଲାଭ ହେଲା. କମିଟି ସଦସ୍ୟ. ରେଣୁ ଚରଣ ରାଉତ, ଅଜୟ ବାଡା, ସଞ୍ଜୟ ବାଡା, ରାଜନ ଲାକ୍ରା, ମଣ୍ଟୁ ବାଡା ଖେଳ ଧାରା ବିବରଣୀ ଅର୍ଜୁନ mahakud ଦେଇଥିଲେ. ରେଫରୀ କାର୍ଯ୍ୟ ବିକ୍ରମ ମହାକୁଡ଼, ଫୁଲଚାନ୍ଦ ବାଡା ଓ କିଶୋର ମହାକୁଡ଼ ସ୍କୋରର ଦାଇତ୍ୱ ତୁଲାଇ ଥିଲେ