ଅମ୍ବାଭୋନା: ଅମ୍ବାଭୋନା କେଦାରନାଥ ପରିସରରେ ବାରପାହାଡ କୃଷକ ସଂଗଠନ ସମେତ ଜିଲ୍ଲାର 12 ଟି ବ୍ଲକର ଚାଷୀ ସଂଗଠନର ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ
ବାରପାହାଡ କୃଷକ ସଂଗଠନ ର ସଭାପତି ଇଶାନ ଚନ୍ଦ୍ର ଭୋଇ ଙ୍କ ସଭାପତିତ୍ବରେ ବା ବା କେଦାରନାଥ ଅମ୍ବାଭୋନା ପୀଠ ରେ ପନ୍ଦର ଗୋଟି ଗ୍ରା.ପ ର ସମସ୍ତ ଗଭୀର ନଳକୂପ ଚାଷୀ,ଶହ ଶହ ଜନସାଧାରଣ ଓ ୧୨ ଗୋଟି ବ୍ଲକ ର ସଂଯୁକ୍ତ କୃଷକ ସଂଗଠନ ଓ ଅନ୍ଯାନ୍ଯ କୃଷକ ସଂଗଠନ ର କର୍ମକର୍ତ୍ତା ତଥା ଶହ ଶହ ଶହ ଜନସାଧାରଣ ବିଭିନ୍ନ ସମସ୍ୟା ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମାବେଶ ଆଜି 10 AM ରୁ 3 PM.ପର୍ଯ୍ୟନ୍ତ ଜାରିରହିଥିଲା