Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata
Aap
China

ବାରିପଦା ମ୍ୟୁନିସିପାଲଟି: ଛଉ ପଡ଼ିଆ ଠାରେ ଆୟୋଜିତ ମୟୁରଭଞ୍ଜ ମହୋତ୍ସବରେ ବାରିପଦା ପୋୖରପାଳିକା ପକ୍ଷରୁ ମୋ ଖତ ଷ୍ଟଲ ଉଦଘାଟିତ

ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ଆୟୋଜିତ ମୟୁରଭଞ୍ଜ ମହୋତ୍ସବରେ ବାରିପଦା ପୋୖରପାଳିକା ପକ୍ଷରୁ ଆଜି ରାତି ପ୍ରାୟ ୮ ଟାରେ ମୋ ଖତ ଷ୍ଟଲ ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ସିନେ ଷ୍ଟାର ଅସିତ ପତି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

MORE NEWS

ବାରିପଦା ମ୍ୟୁନିସିପାଲଟି: ଛଉ ପଡ଼ିଆ ଠାରେ ଆୟୋଜିତ ମୟୁରଭଞ୍ଜ ମହୋତ୍ସବରେ ବାରିପଦା ପୋୖରପାଳିକା ପକ୍ଷରୁ ମୋ ଖତ ଷ୍ଟଲ ଉଦଘାଟିତ - Baripada M News