କାମାକ୍ଷାନଗର: ଆଳତୁମା ବାଇପାସ ନିକଟରେ ରବିବାର ୭ଟାରେ ଟ୍ରକ ହାଇବା ଗାଡି ଧକା ଅଳ୍ପକେ ବର୍ତିଲେ ଚାଳକ
ଆଳତୁମା ବାଇପାସ ନିକଟରେ ରବିବାର ୭ଟାରେ ଟ୍ରକ ହାଇବା ଗାଡି ଧକା ଅଳ୍ପକେ ବର୍ତିଲେ ଚାଳକ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ଆଳତୁମା ନିକଟରେ ରବିବାର ଟ୍ରକ ସହିତ ହାଇବା ଧକା ହୋଇଥିଲା ଯାହାଫଳରେ ଗାଡି ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଚାଳକ ।