ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବନ୍ଦେ ମାତରମ ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀ ଏବଂ ବିଶ୍ୱ ବିଦ୍ୟାଳୟର ସମସ୍ତ ଅଧିକାରୀ ଏକାଠି ହୋଇ ସାମୁହିକ ବନ୍ଦେ ମାତରମ ଗାନ କରିଛନ୍ତି l ଏହାସହ ସମସ୍ତେ ଦେଶ ପ୍ରତି ନିଷ୍ଠା ଓ ସମର୍ପଣ ଭାବ ନେଇ ଶପଥ ପାଠ କରିଛନ୍ତି l ତାହାସହ ସ୍ବଦେଶୀ ବ୍ୟବହାର ନେଇ ମଧ୍ୟ ଶପଥ କରିଛନ୍ତି l ଏହି ଅବସରରେ ଜିଏମୟୁ ର ଡେପୁଟି ରେଜିଷ୍ଟର ପ୍ରଫେସର ଉମାଚରଣ ପତି କାର୍ଯ୍ୟକ୍ରମ ନେଇ କହିଛନ୍ତି ଯେ ବ୍ୟକ୍ତି କୁ ନେଇ ସମ