Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦେବଗଡ: ପୁରୁଣାଗଡ ଓଭରବ୍ରିଜ ନିକଟରୁ ବେଆଇନ ବାଲି ଚୋରାଚାଲାଣ କରୁଥିବା ୨ ହାଇୱା ଜବତ

ଦେବଗଡ ଜିଲ୍ଲାରେ ବେଆଇନ ବାଲି ଚୋରାଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ବଣେଇ ଅଂଚଳରୁ ବେଆଇନ ଭାବେ ବାଲି ଆଣି ଦେବଗଡ ଦେଇ ଜମନକିରା ଅଂଚଳକୁ ଚୋରାଚାଲାଣ କରୁଥିବା ବେଳେ ୨ ଟି ହାଇୱା ଜବତ ହୋଇଥିବା ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଦେବଗଡ ଥାନା ପୋଲିସ ସହାୟତାରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଦେବଗଡ ପୌରାଂଚଳ ପୁରୁଣାଗଡ ଓଭରବ୍ରିଜ ଛକରେ ଚଢଉ କରାଯାଇଥିଲା । ଏଥିସହ ବାଲି ବୋଝେଇ ୨ ଟି ହାଇୱା (ଓଡି-୨୮-ଏ-୧୦୫୭ ଏବଂ ଓଡି-୨୮-ଏ-୩୮୯୯) ଯାଂଚ କରାଯାଇଥିବା ବେଳେ ବାଲି ଚାଲାଣ ନେଇ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ ।

MORE NEWS

ଦେବଗଡ: ପୁରୁଣାଗଡ ଓଭରବ୍ରିଜ ନିକଟରୁ ବେଆଇନ ବାଲି ଚୋରାଚାଲାଣ କରୁଥିବା ୨ ହାଇୱା ଜବତ - Debagarh News