କାମାକ୍ଷାନଗର: ଦଦରାଘାଟି ଫାଣ୍ଡି ମୋହନପସି ଗାଁରେ ଯୁବକଙ୍କୁ ହତ୍ୟା ଅଭିଯୋଗ ,ରବିବାର ୧ଟାରେ ପୋଲିସ କଲା ତଦନ୍ତ ମୃତକଙ୍କ ବାପା ରଖିଲେ ପ୍ରତିକ୍ରିୟା
ଦଦରାଘାଟି ଫାଣ୍ଡି ମୋହନପସି ଗାଁରେ ଯୁବକଙ୍କୁ ହତ୍ୟା ଅଭିଯୋଗ ,ରବିବାର ୧ଟାରେ ପୋଲିସ କଲା ତଦନ୍ତ ମୃତକଙ୍କ ବାପା ରଖିଲେ ପ୍ରତିକ୍ରିୟା।ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ମୋହନପସି ଗାଁରେ ଯୁବକ କରୁଣାକର ବେହେରାଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ରବିବାର ଅଭିଯୋଗ ହୋଇଛି ।ପୋଲିସ ଏହା ଉପରେ କରୁଛି ତଦନ୍ତ ।