ବାଲେଶ୍ବର ସଦର: ବାଲେଶ୍ୱରରେ ABVPର ବୈଠକ: ଆଗାମୀ ଯୋଜନା ଓ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତ
ବାଲେଶ୍ୱର ରାଜସ୍ଥାନ ଭବନରେ ଅନୁଷ୍ଠିତ ABVP ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଛାତ୍ର ସଂସଦ ନିର୍ବାଚନ ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩ ଓ ୫ ତାରିଖରେ କ୍ୟାମ୍ପସ ଘେରାଉ ପାଇଁ ଆହ୍ୱାନ ଦିଆଯାଇଛି।