Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ନବରଙ୍ଗପୁର ପୋଲିସ ଷ୍ଟେସନ: କୃଷି ସୂଚନା ପରାମର୍ଶ କେନ୍ଦ୍ର ରେ ଚଣା ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବରଙ୍ଗପୁର ବିଧାୟକ

ଜିଲ୍ଲାର କୃଷକ ମାନଙ୍କୁ ନବରଙ୍ଗପୁର କୃଷି ସୂଚନା ପରାମର୍ଶ କେନ୍ଦ୍ର ରେ ଚଣା ବଣ୍ଟନ କରାଯାଇଛି l ଯାହାକି ଏହି ଚଣା ବୁଣିବା ଦ୍ୱାରା ଚାଷୀ ସ୍ୱାବଲମ୍ବୀ ହେବାସହ କିଛି ଖାଇବା ପାଇଁ ଉପଯୋଗୀ କରିଥାଏ l ଏବଂ ଏହି ଚଣା କମ ପାଣିରେ ମଧ୍ୟ ଭଲଭାବରେ ଉତ୍ପାଦନ କରିପାରିଥାଏ l ଏହି ଅବସରରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହି ଚାଷୀ ଙ୍କୁ ଚଣା ବଣ୍ଟନ କରି ଏହାର ସଦୁପଯୋଗ କରିବା ନେଇ ଚାଷୀଙ୍କୁ ପ୍ରେରଣା ଦେଇଥିଲେ ଏହି ସମୟରେ କୃଷି ଅଧିକାରୀ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ l
ନବରଙ୍ଗପୁର ପୋଲିସ ଷ୍ଟେସନ: କୃଷି ସୂଚନା ପରାମର୍ଶ କେନ୍ଦ୍ର ରେ ଚଣା ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବରଙ୍ଗପୁର ବିଧାୟକ - Nabarangapur PS News