ଘଷିପୁରା ବ୍ଲକ ଦେଓଗାଁ ପଞ୍ଚାୟତ ପରିଦର୍ଶନ କଲେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ଏଥି ସହିତ ଗ୍ରାମ ପଞ୍ଚାୟତ ତରଫରୁ ନିର୍ମାଣ ଧୀନ ସ୍ୱଚ୍ଛ ଭାରତ ମିଶନ ଅଧିନ ରେ ସର୍ବ ସାଧାରଣ ସ୍ୱେଚ୍ଛାଳୟ ପରିଦର୍ଶନ କରି ଖୁସି ବେକ୍ତ କରିଥିଲେ ।ଦେଓଗାଁ କଲ୍ୟାଣ ମଣ୍ଡପ ମରାମତି ଓ ରୋଷ ଘର ନିର୍ମାଣ ସହ ଶିବରାତ୍ରି ଜାଗର ମେଳା କୁ ଦୃଷ୍ଟି ରେ ରଖି ପୂର୍ତ୍ତି ବିଭାଗ ଡାକ ବଙ୍ଗଳା ମରାମତି ପାଇଁ ସନ୍ଦିଗ୍ଧ ବିଭାଗ କୁ ନିର୍ଦେଶ ଦେଇ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥିଲେ ।