ସହରରେ ମାଳ ମାଳ ଠିପି ବନ୍ଦ ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ!
ସହରର ବିଭିନ୍ନ ସ୍ଥାନରେ ଠିପି ବନ୍ଦ ମଦ ଦୋକାନ ଖୋଲାଯାଇଥିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଭିଯୋଗ ଅନୁଯାୟୀ, ମନ୍ଦିର, ମସଜିଦ, ସ୍କୁଲ ଓ ହୋଟେଲ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ମଦ ବ୍ୟବସାୟ ଚାଲିଥିବାରୁ ସାଧାରଣ ଲୋକ ଉଦ୍ବେଗ ପ୍ରକାଶ କରିଛନ୍ତି।
ଏହାଛଡ଼ା, ପ୍ରାୟ ୫୦୦ ମିଟର ପରିଧି ମଧ୍ୟରେ ତିନୋଟି ମଦ ଦୋକାନ ରହିଥିବାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।
👉 ଏହି ପ୍ରସଙ୍ଗରେ ଆପଣଙ୍କ ମତ କ'ଣ? କମେଣ୍ଟ କରି ଜଣାନ୍ତୁ।
#Koraput #LiquorShop #PublicIssue #Odisha #OpenLensNews #VoiceOfKoraput