Public App Logo
Jansamasya
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Raebareli
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
No video available

ସୁନ୍ଦରଗଡ ସହର: ସାଲେପାଲି ମହାଳୀଙ୍ଗପଡ଼ାର ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଆଜି ସନ୍ଧ୍ୟା 6 ଟାରେ ଧରୁଆଡିହି ଥାନା ଅନ୍ତର୍ଗତ ସାଲେପାଲି ଯଦୁମଣି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଶ୍ରେଣୀ କକ୍ଷରେ ଶିକ୍ଷକ ନାବାଳକଙ୍କୁ ବାଡେଇ ଥିଲେ l ପରେ 4 ଟାରେ ସ୍କୁଲ ଛୁଟି ହେବା ପରେ ସାଲେପାଲି ମହାଳୀଙ୍ଗପଡ଼ାର ଛାତ୍ର ଘରକୁ ଫେରି ଆତ୍ମହତ୍ୟା କରିଥିବା ଜଣାଯାଇଛି l