ବିରିଡି: ସଂକଳ୍ପ ଅଭିଯାନ 2026: ବିରିଡି ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ
ବିରିଡି ବ୍ଲକର ପୁରଣ ସ୍ଥିତ ପିଏମଶ୍ରୀ ଉଚ୍ଚାବିଦ୍ୟାଳୟରେ ସଂକଳ୍ପ ଅଭିଯାନ 2026 ର 'ସ୍ବପ୍ନର ଭାରତ' ଥୀମରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସରପଞ୍ଚ ଯୁଧିଷ୍ଠିର ବେହେରା ଓ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ।