ମାର୍ଶାଘାଇ: କେନ୍ଦ୍ରାପଡ଼ା: ବନ୍ଧକଟା ଅଙ୍ଗନବାଡ଼ିରେ ପାଳିତ ହେଲା ଆଙ୍ଗନ୍ କା ଉତ୍ସବ ଓ ପୋଷଣ ମାସ
କେନ୍ଦ୍ରାପଡ଼ା ଜିଲ୍ଲା ବନ୍ଧକଟା ଅଙ୍ଗନବାଡ଼ି କେନ୍ଦ୍ରରେ 'ଆଙ୍ଗନ୍ କା ଉତ୍ସବ' ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ। କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ନେତା ବିଘନେଶ୍ୱର ନାୟକ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ଆଶା ଭଉଣୀଙ୍କୁ ସମ୍ମାନିତ କରିବା ସହ ପିଲାମାନଙ୍କ ସହ ସମୟ ବିତାଇଛନ୍ତି।