ଲକ୍ଷ୍ମୀପୁର: ବନ୍ଧୁଗାଁ ଓ କୁମ୍ଭାରୀପୁଟରେ ବିଜେପିର ସାଙ୍ଗଠନିକ ବୈଠକ, ଯୋଗ ଦେଲେ କୈଳାସ କୁଲେସିକା
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବନ୍ଧୁଗାଁ ଓ କୁମ୍ଭାରୀପୁଟ ମଣ୍ଡଳରେ ଆଜି ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଯୋଗ ଦେଇ ଦଳକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି।