ଜାନୁଆରୀ ୧୨ତାରିଖ ସମୟ ଅପରାହ୍ନ ୧ଟା ୩୦ମିନିଟ ପାଖା ପାଖି ଘଟଣା ଘଟିଯାଇଛି, ସେକ୍ଟର -୮ ରୋଡ଼ର ଏକ ATM କ୍ୟାସଭ୍ୟାନ ସହ ଗୋଟିଏ ସ୍କୁଟିର ଧକ୍କା ହୋଇଯାଇଛି, ଏଥିରେ ଭ୍ୟାନଟି ସ୍କୁଟିକୁ ଧକ୍କାରୁ ବଞ୍ଚାଇ ଦେଇଥିଲେ, ଡ୍ରାଇଭର ତୁରନ୍ତ ଭ୍ୟାନଟିକୁ ଅଟକାଇ ଦେବାରୁ ବଡ଼ ଧରଣର କୌଣସି ଦୁର୍ଘଟଣା ଘଟି ନ ଥିଲା, ଡ୍ରାଇଭର କହିଥିଲେ, ସ୍କୁଟି ଚାଳକଙ୍କ ଭୁଲ ଯୋଗୁଁ ଧକ୍କା ହୋଇଥିଲା, ସେକ୍ଟର-୧୫ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି...