ପାଟଣାଗଡ: ଏନ ଏ ସି ଘୋଷଣା ଦାବି ନେଇ ଲାଠୋର ବନ୍ଦ
ଲାଠୋର କୁ ଏନ ଏ ସି ଘୋଷଣା ଦାବି ସହ ବିଭିନ୍ନ ଦାବି ନେଇ ସୋମବାର ଏଳ ଡି ଏ ପକ୍ଷରୁ ଲାଠୋର ବନ୍ଦ ଡାକରା ଦିଆଯାଇଛି ଯାହା ଫଳରେ ସକାଳ ସାତଟାରୁ ଲାଠୋରର ଦୋକାନ ବଜାର ବନ୍ଦ ରହିଛି ।ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି ମଧ୍ୟାହ୍ନ ପଯ୍ୟନ୍ତ ବନ୍ଦ ଶାନ୍ତି ଶୁଙ୍ଖଲା ସହ ସଫଳ ହୋଇ ଥିବା ବେଳେ ଏହା ସନ୍ଧ୍ୟା ସୁଦ୍ଧା ବଲବତ୍ତ ରହିବ ବୋଲି ଏଲ ଡି ଏ ମୁଖ୍ୟ ଲବସୁନା ପ୍ରକାଶ କରିଛନ୍ତି ।