Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ମେଗା ପାନୀୟଜଳ ପ୍ରକଳ୍ପ ର ଟିକିରା ନଦୀରେ ଥିବା ଲୁହା ବ୍ରିଜ ବନ୍ୟା ଜାଲରେ ଧୋଇ ନେଇଛି I ନିମ୍ନ ମାନର କାର୍ଯ୍ୟ ଯୋଗୁ ଭାଙ୍ଗିଲା ପାଣି ପାଇପି I ୧୦ ଖଣ୍ଡ ଗାଁ ରେ ଜଳ ଯୋଗାଣ ଠପ I ଲୁହା ପାଇପି ଲାଇନି ଲାଇଭି ଦୃଶ୍ୟ କେମେରା ରେ କଏଦ ହୋଇଛି I ଅନୁଗୋଳ ଜିଲ୍ଲା କଣିହାଁ ହାଟ ପଡିଆ ନିକଟରେ ଥିବା ଟିକିରା ନଦୀରେ ଥିବା ବ୍ରିଜ ରେ ଦେଖିବାକୁ ମିଳିଛି ଏ ଘଟଣା#kaniha#anugola#damantv

Anugul, Angul | Jul 29, 2026
ମେଗା ପାନୀୟଜଳ ପ୍ରକଳ୍ପ ର ଟିକିରା ନଦୀରେ ଥିବା ଲୁହା ବ୍ରିଜ ବନ୍ୟା ଜାଲରେ ଧୋଇ ନେଇଛି I ନିମ୍ନ ମାନର କାର୍ଯ୍ୟ ଯୋଗୁ ଭାଙ୍ଗିଲା ପାଣି ପାଇପି I ୧୦ ଖଣ୍ଡ ଗାଁ ରେ ଜଳ ଯୋଗାଣ ଠପ I ଲୁହା ପାଇପି ଲାଇନି ଲାଇଭି ଦୃଶ୍ୟ କେମେରା ରେ କଏଦ ହୋଇଛି I ଅନୁଗୋଳ ଜିଲ୍ଲା କଣିହାଁ ହାଟ ପଡିଆ ନିକଟରେ ଥିବା ଟିକିରା ନଦୀରେ ଥିବା ବ୍ରିଜ ରେ ଦେଖିବାକୁ ମିଳିଛି ଏ ଘଟଣା#kaniha#anugola#damantv - Anugul News