ବଡସାହି: ୧୮ନଂ ଜାତୀୟରାଜପଥ ରାଗ୍ଧାକଲେଜ ଛକରେ ଦ୍ରୁତଗାମୀ କାର ଧକ୍କାରେ ହାଇସ୍କୁଲ ଶିକ୍ଷକ ତପନ କୁମାର ମହାନ୍ତଙ୍କ ମୃତ୍ୟୁ,ମାମଲା ରୁଜୁ କଲା ପୁଲିସ
୧୮ନଂ ଜାତୀୟରାଜପଥ ରଗ୍ଧ କଲେଜଛକରେ ଏକ ଦ୍ରୁତଗାମୀ କାର ଧକ୍କାରେ ଆମ୍ବଯୋଡ଼ା ହାଇସ୍କୁଲର ସହକାରୀ ଶିକ୍ଷକ ତପନ କୁମାର ମହାନ୍ତଙ୍କର ଶୋଚନୀୟ ମୃତ୍ୟୁ ଘଟଣାରେ ସୋମବାର ଶଵ ବ୍ୟବଚ୍ଛେଦ ପରେ ସୋମବାର ଅପରାହ୍ନ ଚାରିଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ପୁଲିସ l ମୃତକ ଜଣକ ହେଉଛନ୍ତି ବେତନଟୀ ଥାନା ଅଧୀନ ନୟାତାରଣା ଗ୍ରାମର ବିନଦ କିଶୋର ମହାନ୍ତଙ୍କ ପୁଅ ତପନ ମହାନ୍ତ l