କଟକରେ ଅନୁଷ୍ଠିତ ହେଲା ୮୭ ତମ ଐତିହ୍ୟ ପଦଯାତ୍ରା: ବାରବାଟୀଠାରୁ ପ୍ରାଚୀନ ମନ୍ଦିର ପର୍ଯ୍ୟନ୍ତ
କଟକରେ ଡକ୍ଟର ଦୀପକ ସାମନ୍ତରାୟଙ୍କ ଆବାହକତ୍ୱରେ ୮୭ ତମ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଛି। ବାରବାଟୀ ଦୁର୍ଗର ସୁରକ୍ଷା ଦାବି ସହ ବକ୍ସିବଜାରର ବିଭିନ୍ନ ପ୍ରାଚୀନ ଗଣେଶ ମନ୍ଦିର ବୁଲି ଦେଖିଛନ୍ତି ଐତିହ୍ୟାନୁରାଗୀ।