ତେନ୍ତୁଳୀଖୁଣ୍ଟି ରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ"ମଣ୍ଡେଇ"ପାଳିତ ତେନ୍ତୁଳିଖୁଣ୍ଟି ସଦର ମହକୁମା ଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ"ମଣ୍ଡେଇ" ପାଳିତ ହୋଇଯାଇଛି । ସ୍ଥାନୀୟ ତେନ୍ତୁଳିଖୁଣ୍ଟି କାଳୀ ସୁନ୍ଦରୀ ଓ ହନୁମାନ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରିବା ପରେ ଏକ ଶୋଭାଯାତ୍ରା ମାଧ୍ୟ୍ୟମରେ ମଶାଲ ଆଣି ମଣ୍ଡେଇ ମଣ୍ଡପ ରେ ସ୍ଥାପନ କରାଯାଇଥିଲା । ଶୋଭାଯାତ୍ରା ରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ବ୍ଲକ ଅଧକ୍ଷା ନିଁଳେନ୍ଦ୍ରି ନାୟକ,ଉପାଧକ୍ଷ ରାଜେନ୍ଦ୍ର ବିଷୋୟୀ,ବିଡିଓ ମନୋଜ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ