ପାଟଣାଗଡ: ବାଙ୍କି ବାହାଲ ପ୍ରାଥମିକ ବିଦ୍ୟାଳୟରେ ବର୍ଷା ପାଣି ପସିଲା, ସ୍କୁଲ ବନ୍ଦ
ଲଘୁଚାପ ଜନିତ ବର୍ଷା ଯୋଗୁଁ ପାଟଣାଗଡ଼ ବ୍ଳକ ବାଙ୍କିବାହାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବର୍ଷା ପାଣି ପଶିଯାଇଛି ।ବୁଧବାର ପୂର୍ବାହ୍ନ ୧୧ଟା୩୦ମିନିଟ ସମୟରେ ସ୍କୁଲ କୋଠରୀ କୁ ପାଣି ପଶିଯିବାରୁ ଛାତ୍ର ଛାତ୍ରୀ ଏବଂ ଶିକ୍ଷତ୍ରୀ ବାହାର କରିବାକୁ ପଲେଇ ଆସିଥିଲେ ।ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ଛାତ୍ରୀ ରାସ୍ତା କଡରେ ଠିଆ ହୋଇ ଛନ୍ତି ।