ସୁକିନ୍ଦା: ଯାଜପୁର ମାଳଆନନ୍ଦପୁର ଦୁର୍ଗା ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
Sukinda, Jajpur | Oct 19, 2026 ଯାଜପୁର ବ୍ଳକର ମାଳଆନନ୍ଦପୁର ପଞ୍ଚାୟତ ସ୍ଥିତ ଦୁର୍ଗା ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଛି। ଏହି ଅବସରରେ ମାଆ ଦୁର୍ଗାଙ୍କ ଆଶିର୍ବାଦ ନେବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରାଯାଇଛି।