ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କୁତ୍ରା ବ୍ଳକର କୁଲସର ୟୁପି ସ୍କୁଲ୍ ରେ ଦନ୍ତାହାତୀ ଉପଦ୍ରବ କରିଛି।ଏକ ଗୋଠ ଖଣ୍ଡିଆ ଦନ୍ତାହାତୀ କୁଲସର ୟୁପି ସ୍କୁଲ୍ ର ପାଚେରି ଭାଙ୍ଗି ସ୍କୁଲ ଭିତରେ ପଶି ସ୍କୁଲ ଘର କବାଟ ଭାଙ୍ଗିବା ସହ ବିଭିନ୍ନ ସାମଗ୍ରୀ ଭାଙ୍ଗି ଦେଇଛି। ତେବେ ବଣୁଆ ହାତୀ କୁ ବନବିଭାଗ ନଜର ରଖିଥିବା ସୂଚନା ମିଳିଛି।