ଅଲିଭ ରିଡଲେଙ୍କ ପାଇଁ ତତ୍ପର ପ୍ରଶାସନ।ଆଉ କିଛି ଦିନ ପରେ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହେବ । ଏ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ନିମନ୍ତେ କଡା ପେଟ୍ରୋଲିଂ କରାଯିବ। ଆର୍ଯ୍ୟପଲ୍ଲୀ ଠାରେ ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବନ ଅଧିକାରୀ ସନ୍ନି ଖୋକର।