ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ସାନବିଛିଳି ବାହାଳ ଗ୍ରାମରେ ସତ୍ୟ ସାଇ ଙ୍କ ଶହେ ତମ ଜନ୍ମ ବାଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ପୂର୍ବ ତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀ ସରୋଜ ମେହେର ଯୋଗ ଦେଇଥିଲେ ସେହି ପରି ଧଣ୍ତାମୁଣ୍ତା ରେ ଚାଲି ଥିବା ଫୁଟବଲ ଟୁଣ୍ଟାମେଣ୍ଟ ର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ରବିବାର ସନ୍ଧ୍ୟା ରେ ଯୋଗଦେଇ ବିଜୟୀ ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ ।