ବାଲେଶ୍ବର ସଦର: ବାଲି ମାଫିଆଙ୍କ ଆକ୍ରମଣରେ ଆହତଙ୍କୁ ସାକ୍ଷାତ କଲେ ବାଲେଶ୍ୱର ସାଂସଦ
ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ଆକ୍ରମଣରେ ଆହତ ବିଜେପି କାର୍ଯ୍ୟକର୍ତ୍ତା ଦିଲ୍ଲୀପ କାମିଳାଙ୍କୁ ବାଲେଶ୍ୱର ମେଡିକାଲରେ ସାକ୍ଷାତ କଲେ ବାଲେଶ୍ୱର ସାଂସଦ। ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ।