Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ପାଲଲହଡା: ପାଲଲହଡା ଠାରେ ବିଜେପି ଡବଲ ଇଞ୍ଜିନ ସରକାର ବିରୋଧରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

Palalahada, Angul | Dec 30, 2025
ବିଜେପି ଡବଲ ଇଞ୍ଜିନ ଡବଲ ଧୋକା ଦେଇଛି ପାଳଲହଡା ବାସୀଙ୍କୁ ଏହାର ଜବାବ ଆଗାମୀ ନିର୍ବାଚନ ରେ ଦିଆଯିବ ବିଧାୟକ ସାଂସଦ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପାଳଲହଡା ବାସୀ କେବେବି କ୍ଷମା କରିବେ ନାହିଁ ବୋଲି ପୂର୍ବତନ ବିଧାୟକ ମୁକେଶ ପାଲ ପାଲଲହଡା ଠାରେ ମଙ୍ଗଳବାର ସକାଳ ୧୧ ଘଟିକା ସମୟରେ ସାମ୍ବାଦିକ ସମିଳନୀରେ କହିଛନ୍ତି ।