Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ମୁକୁନ୍ଦପୁର, ସାମନ୍ତରାପୁର ଗ୍ରାମରେ କାର୍ଯ୍ୟକର୍ତାଙ୍କ ପରିବାର ସଦସ୍ୟଙ୍କ ଦେହାନ୍ତ,ପରିବାରରେ ପହଞ୍ଚିଲେ ସାଂସଦ ପ୍ରତିନିଧି

Chikiti, Ganjam | Nov 30, 2025
ଚିକିଟୀ ନିର୍ଵାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକର ଖରିଆଗୁଡା ପଂଚାୟତର ମୁକୁନ୍ଦପୁର, ସାମନ୍ତରାପୁର ଗ୍ରାମରେ ଦୁଇଜଣ କାର୍ଯ୍ୟକର୍ତାଙ୍କ ପରିବାର ସଦସ୍ୟଙ୍କ ଦେହାନ୍ତ ଘଟିଥିଲା l ସେହିଭଳି ଚିକିଟୀ ବ୍ଲକର ଗୋବିନ୍ଦ ନଗର ଗ୍ରାମରେ ଜୈନିକ କାର୍ଯ୍ୟକର୍ତାଙ୍କ ଅକାଳ ବିୟୋଗ ହୋଇଥିଲା l ରବିବାର ଅପରାହ୍ନରେ ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ ଉପରୋକ୍ତ ପରିବାର ନିକଟରେ ପହଁଚି ଗଭୀର ସମବେଦନା ଜଣାଇଛନ୍ତି।

MORE NEWS

No related stories for this location.

ମୁକୁନ୍ଦପୁର, ସାମନ୍ତରାପୁର ଗ୍ରାମରେ କାର୍ଯ୍ୟକର୍ତାଙ୍କ ପରିବାର ସଦସ୍ୟଙ୍କ ଦେହାନ୍ତ,ପରିବାରରେ ପହଞ୍ଚିଲେ ସାଂସଦ ପ୍ରତିନିଧି - Chikiti News