ଗତକାଲି ତୁରେଇକେଲା ଅଞ୍ଚଳର ଜନୈକା ବିବାହିତା ମହିଳା ମହିଳା ବିଷ ପିଇଦେଇଥିଲେ ।ତାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକେ ପ୍ରଥମେ କଣ୍ଟାବାଞୀ ଡାକ୍ତର ଖାନା ପରେ ପାଟଣାଗଡ଼ ଡାକ୍ତର ଖାନା କୁ ଆଣିଥିଲେ ।ରବିବାର ମହିଳା ଙ୍କ ମୃତ୍ୟୁ ହୋଇଛି ।ସ୍ଥାନୀୟ ପୋଲିସ ଘଟଣାର ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ମଧ୍ୟାହ୍ନରେ ଡାକ୍ତରୀମାଇନା କରି ପରିବାର ଙ୍କୁ ଶବ ହସ୍ତାନ୍ତର କରିଥିଲେ ।