ସୁନ୍ଦରଗଡ ସହର: ସୁନ୍ଦରଗଡ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଟାଉନ ଥାନା ପୋଲିସ ପକ୍ଷରୁ ସାଇବର କ୍ରାଇମ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ ବୁଧବାର ଦିନ ୧୨ ଟା ସମୟରେ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଟାଉନ ଥାନା ପୋଲିସ ପକ୍ଷରୁ ସାଇବର କ୍ରାଇମ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି