#ସିମୁଳିଆ_ମାର୍କେଟ_ରୁ_ବାଇକ_ଚୋରି
#ଦୁଇ_ଜଣ_ଚୋର_କୁ_କାବୁ_କରିବା_ସହ_ଉତ୍ତମ_ମଧ୍ଯମ_ଦେଇ #ପୋଲିସ_ରେ_ଜିମା_ଦେଲେ_ଲୋକେ
ଆଜି ସକାଳେ ମାର୍କେଟ ରେ ଭିଡ ର ସୁଯୋଗ ନେଇ ଦୁଇ ଜଣ ଚୋର ବାଇକ ର ଲକ୍ ଭାଙ୍ଗି ଚୋରି କରୁଥିବା ବେଳେ ଜନୈକ ବ୍ଯକ୍ତି ସେମାନଙ୍କୁ ଦେଖି ପାଟି କରିବାରୁ ଦୁଇ ଜଣ ଦୌଡି ପଳାଇବାକୁ ଉଦ୍ଯମ କରୁଥିଲେ, ମାତ୍ର ମାର୍କେଟ କୁ ଆସିଥିବା ଅନ୍ଯ ଲୋକମାନେ ଦୁଇ ଜଣ ଚୋର କୁ କାବୁ କରି ଉତ୍ତମ ମଧ୍ଯମ ଦେବା ସହ ବାଲିଆପାଳ ପୋଲିସ କୁ ଜିମା ଦେଇଥିଲେ, ପୋଲିସ ଦୁଇ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଳେ ସେମାନଙ୍କ ଘର ରେମୁଣା ଥାନା ଅଞ୍ଚଳ ର ବୋଲି ଜଣା ପଡିଛି
#mahimatv #PoliceInvestigation #NewsUpdate #balasore #newsfeed #Baliapal
Basta, Balasore | Jun 5, 2026