ବାଲିଗୁଡା ବ୍ଲକ ର ଲେଙ୍ଗୁରା ଗ୍ରାମରେ ଆଜକୁ 3ମାସ ହଇଗଲା କରେଣ୍ଟ ନଥିବା ହେତୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହଇଛନ୍ତି ଗ୍ରାମବାସୀ ଏନେଇ ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ସମୟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ଅନ୍ୟ ପାଶ୍ୱରେ ଈଲେକ୍ଟ୍ରିବାଲା ଙ୍କୁ ଫନ ମାଧ୍ୟମରେ ମତାମତ ମାଗିବାରୁ କିଛି କହିବାକୁ ମନା କରିଛନ୍ତି ଅଧିକାରୀ