କୋରାପୁଟ ସହର: ଜିଲ୍ଲା ପୋଲିସ ଦଶହରା ମେଢ଼ ଅଷ୍ଟମୀ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଦିନ ୩ଘଣ୍ଟାରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପୋଲିସ ସଭାପତି
କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ପୋଲିସ ପଡ଼ିଆରେ ଆୟୋଜିତ ଦୁର୍ଗା ମଣ୍ଡପରେ ଅଷ୍ଟମୀ ତିଥିରେ ପୂଜାର୍ଚ୍ଚନା ସହ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଜି ଦିନ ୩ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପୋଲିସ ସଂଘ ସଭାପତି ଗିରିଜା ଶଙ୍କର ନାୟକ।