କଟକ ରେଳ ଷ୍ଟେସନରେ ପୁରୀ-LTT ଏକ୍ସପ୍ରେସରୁ ୧୧୫.୯୩୦ କିଲୋ ଗଞ୍ଜେଇ ଜବତ ହୋଇଛି। ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫୭ ଲକ୍ଷ ୯୬ ହଜାର ୫ ଶହ ଟଙ୍କା ହେବ। ମାମଲାକୁ GRP କଟକକୁ ହସ୍ତାନ୍ତର କରାଯାଇଛି।